ବାହାଘରରେ ବିଷାକ୍ତ ଚା ପିଇ ୧୫ ଅସୁସ୍ଥ

0 904

ବ୍ରହ୍ମପୁର – ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ  ରଣସିଂହ ପୁରରେ ଏକ ବିବାହ ଭୋଜିରେ ଚା ପିଇ ୧୫ ଜଣ ଅସୁସ୍ଥ ହୋଇଛନ୍ତି ।

ଏହି ଚାରେ କିଛି ପଡିଯାଇଥିବା ସନ୍ଦେହ କରାଯାଉଛି ।  ପ୍ରଥମେ ଏକ ଦମ୍ପତି ଚାହା ପିଇ ଅସୁସ୍ଥ ହୋଇଯାଇଥିଲେ । ତାଙ୍କୁ ତୁରନ୍ତ ୧୦୮ ଆମ୍ବାଲାନ୍ସ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଆଉ ପ୍ରାୟ ୧୫ ଜଣ ଅସୁସ୍ଥ ହୋଇଥିବା ଜଣା ପଡିଛି ।

Leave A Reply

Your email address will not be published.