ଭାରତରେ ଠିକ୍‌ ହେଲେ ୨୩ ଜଣ କରୋନା ଆକ୍ରାନ୍ତ

0 1,333

ନୂଆଦିଲ୍ଲୀ – ଭାରତରେ କୋଭିଡ-୧୯ରେ ସଂକ୍ରମିତଙ୍କ ସଂଖ୍ୟା ୪୩୩କୁ ବୃଦ୍ଧି ପାଇଛି । ମୋଟ୍‍ ରୋଗୀଙ୍କ ମଧ୍ୟରୁ ୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮ ଜଣଙ୍କର ମୃତ୍ୟୁ ଘଟିଛି ।

image courtesy indian express

 

ବର୍ତ୍ତମାନ ସୁଦ୍ଧା ଦେଶରବିଭିନ୍ନ ବିମାନ ବନ୍ଦରରେ ଏପର୍ଯ୍ୟନ୍ତ ୧୫ଲକ୍ଷ ୧୭ ହଜାର ଲୋକଙ୍କର ଯାଞ୍ଚ କରାଯାଇଛି ।

Leave A Reply

Your email address will not be published.