ଶନିବାରରେ ଆସିବ ଅଯୋଧ୍ୟା ମାମଲାର ରାୟ

0 552

ସୁପ୍ରିମ କୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣୀ ଶେଷ ହୋଇଛି । ଆସନ୍ତାକାଲି ଶନିବାର ପୂର୍ବାହ୍ନରେ ଏହାର ରାୟ ପ୍ରକାଶ ପାଇବ । ଶନିବାର ସକାଳ ୧୦ଟା ୩୦ ସମୟରେ ଏହା ପ୍ରକାଶ ପାଇବ । ପ୍ରଧାନ ବିଚାରପତି ଙ୍କ ଅଧ୍ୟକ୍ଷତାରେ ଖଣ୍ଡପୀଠ ଏହାର ଶୁଣାଣୀ କରିଥିଲେ । ଏଥିପାଇଁ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

 

ଏଥିପାଇଁ ଉତ୍ତରପ୍ରଦେଶରେ ସମସ୍ତ ସ୍କୁଲ ଓ କଲେଜ୍‌ରେ ବନ୍ଦ ଘୋଷଣା କରାଯାଇଛି ।

 

 

Leave A Reply

Your email address will not be published.