ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା କରାଯାଇଥିବା ବାହୁଡା ଯାତ୍ରାର ନୀତି ନିର୍ଘଣ୍ଟ –

0 6,582

ମଙ୍ଗଳ ଆଳତି ଭୋର ୪ଟା
ମଇଲମ ୪ଟା ୧୫ ମିନିଟ
ତଡପ ଲାଗି ୪ଟା ୩୦ ମିନିଟ
ରୋଷ ହୋମ ୪ଟା ୩୦ ମିନିଟ
ଅବକାଶ ସକାଳ ୫ଟା
ସୂର୍ଯ୍ୟପୂଜା ୫ଟା ୧୫ ମିନିଟ
ଦ୍ବାରପାଳ ପୂଜା ୫ଟା ୩୦ ମିନିଟ
ବେଶ ଶେଷ ୫ଟା ୩୦ ମିନିଟ
ଗୋପାଳବଲ୍ଲଭ ଓ ସକାଳ ଧୂପ (ଖେଚୁଡି ଭୋଗ) ୫.୪୫ ରୁ ୬ଟା୪୫
ସେନାପଟା ଲାଗି ସକାଳ ୭ରୁ ୧୧ଟା
ମଙ୍ଗଳାର୍ପଣ ୧୧ଟା ୪୫ ମିନିଟ
ବାହୁଡା ପହଣ୍ଡି ଆରମ୍ଭ
ଦିନ ୧୨ଟାରୁ ୨ଟା ୩୦

ଛେରା ପହଁରା ୨ଟା୩୦ ରୁ ୩ଟା୩୦ରୁ
ଚାରମାଳ ଫିଟା, ଘୋଡା, ସାରଥି ଲାଗି ୩ଟା ରୁ ୪ଟା
ରଥଟଣା ଆରମ୍ଭ ଅପରାହ୍ଣ ୪ଟା
( ରଥଟଣା ସରିବା ପରେ ଅନ୍ୟାନ୍ୟ ନୀତି ରଥ ଉପରେ ହିଁ ହେବ )

Leave A Reply

Your email address will not be published.