ବାହୁଡା , ସୁନା ବେଶ ଓ ନିଳାଦ୍ରୀ ବିଜେର ତାରିଖ ବିଷୟରେ ଜାଣନ୍ତୁ

0 2,123

ପୁରୀ .- ଏବେ ଦକ୍ଷିଣ ମୋଡ ସରିଛି । ତିନି ରଥ ନାକଚଣା ଦ୍ୱାର ନିକଟରେ ପ୍ରସ୍ତୁ ହୋଇ ରହିଛନ୍ତି। ହେରା ପ଼ଞ୍ଚମୀ ପରେ ମା ସୁଭଦ୍ରା ନିର୍ଦେଶ ଦେବାରୁ ରଥର ଦକ୍ଷିଣ ମୋଡ କରାଯାଇଛି । ଗୁରୁବାରରେ ସନ୍ଧ୍ୟା ଦର୍ଶନ ନୀତି ପରେ ରାତି ୭ଟାରୁ ଦର୍ଶନ ବନ୍ଦ ହବେ ।

୧୨ ତାରିଖ ଶୁକ୍ରବାରରେ ବାହୁଡ଼ା ନୀତି ଶେଷ ପରେ ଅପରାହ୍ଣ ୪ଟାରେ ରଥଟଣା ହେବ।
ରଥଟଣା ସମୟ ୪ଟା ହୋଇଥିଲେ ବି ଏହା ପୂର୍ବରୁ ରଥଟଣା ହୋଇପାରେ
୧୨ ତାରିଖରେ ବାହୁଡ଼ା ଯାତ୍ରା
୧୩ ତାରିଖରେ ବଡ଼ ଚଢ଼ାଉ ବେଶ ବା ସୁନାବେଶ ଓ ଗରୁଡ଼ ଶୟନ ନୀତି
୧୪ ତାରିଖରେ ଅଧରପଣା ନୀତି
୧୫ ତାରିଖରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ।

Leave A Reply

Your email address will not be published.