ବିଜେଡି ପକ୍ଷରୁ ବୁଧବାର କରାଯାଇଥିବା ୯ ଲୋକ ସଭାର ପ୍ରାର୍ଥୀ ତାଲିକା

କେନ୍ଦ୍ରାପଡାରୁ ଲୋକସଭା ନିର୍ବାଚନ ଲଢିବେ ସୁପରଷ୍ଟାର ଅନୁଭବ ମହାନ୍ତି

0 517

ଲୋକସଭା ଆସନ ଓ  ପ୍ରାର୍ଥୀଙ୍କ ନାମ

 

ପୁରୀ – ପିନାକୀ ମିଶ୍ର

ଭୁବନେଶ୍ୱର – ଅରୁପ ମୋହନ ପଟ୍ଟନାୟକ

ମୟୂରଭଞ୍ଜ – ଡାକ୍ତର ଦେବାଶୀଷ ମାରାଣ୍ଡି

ଜଗତସିଂହପୁର – ଡାକ୍ତର ରାଜଶ୍ରୀ ମଲ୍ଲିକ

ସମ୍ବଲପୁର – ନଳିନୀ ପ୍ରଧାନ

ବାଲେଶ୍ୱର – ରବୀନ୍ଦ୍ର କୁମାର ଜେନ‌ା

କେନ୍ଦ୍ରାପଡ଼ା – ଅନୁଭବ ମହାନ୍ତି

ଯାଜପୁର – ଶର୍ମିଷ୍ଠା ସେଠୀ

ଭଦ୍ରକ –ଞ୍ଜୁଲତା ମଣ୍ଡଳ

Leave A Reply

Your email address will not be published.