ଭୁବନେଶ୍ବର : ରାଜ୍ୟ ସରକାରୀ କର୍ମଚାରୀ ଓ ପେନ୍ସନ ଭୋଗୀଙ୍କର ମହଙ୍ଗା ଭତ୍ତା ୩ ପ୍ରତିଶତ ବଢିଲା । ୨୦୧୯ ଜାନୁଆରୀ ମାସରୁ ଏହି ମହଙ୍ଗା ଭତ୍ତା ଲାଗୁ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏବେ ପେନସନ୍ ଭୋଗୀ ଓ ସରକାର କର୍ମଚାରୀ ୯ ପ୍ରତିଶ ମହଙ୍ଗାଭତ୍ତା ପାଉଥିବା ବେଳେ ତାହା ୧୨ ପ୍ରତିଶତ ହୋଇଯ।ଇଛି । ୪୮ ଲକ୍ଷ କର୍ମଚାରୀ ଓ ୬୨ ଲକ୍ଷ ପେନ୍ସନ ଭୋଗୀ ଏଥିରୁ ଲାଭବାନ ହେବେ ।