ଭୋଜନ ପରେ ଏ ସବୁ କରନ୍ତୁ ଭଲ ହଜମ ହେବ, ଏସିଡିଟି ହେବ ନାହିଁ

0 374

ଆପଣଙ୍କର ହଜମ ଜନିତ ଅସୁବିଧା ଥିଲେ ଖାଇସାରିବା ପରେ ସାମାନ୍ୟ ଜୀରା ଚୋବାଇ ଗିଳି ଦେବା ପରେ ପାଣି ପିଇଦିଅନ୍ତୁ

 

ଖାଇ ସାରିବା ପରେ ଦହି ଖାଇବା ଦ୍ୱାରା ମଧ୍ୟ ଭଲ ହଜମ ହୋଇଥାଏ

 

ଦହି କିମ୍ବା ଜିରା ଖାଇବାର ଥିଲେ ଆପଣ ତା ବିକଳ୍ପରେ ଅଦା ଲେମ୍ବୁ ରସକୁ ମିଶ୍ରଣ କରି ଗୋଟାଏ ଚାମୁଚ ଖାଇଲେ ମଧ୍ୟ ସମାନ ଉପକାର ମିଳିଥାଏ

 

ଜଲଜୀରା, ହାଜ୍‌ମୋଲା ଏବଂ ଜୁଆଣି ମଧ୍ୟ ହଜମ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି

 

ଖାଇବା ପରେ ତ୍ରିଫଳା(ହରିଡ଼ା, ବାହାଡା, ଅଁଳା) ଖାଇବା ଅତ୍ୟନ୍ତ ଲାଭପ୍ରଦ

Leave A Reply

Your email address will not be published.