ଜଙ୍ଗଲରୁ ଧରାହେଲେ ହତ୍ୟାକାରୀ

0 2,155

ପୁରୀ . –  ପୁରୀ ଜିଲ୍ଲା ପିପିଲି ପୁରୀ ରାସ୍ତାର ପଟ୍ଟନାୟିକିଆ ଛକ ନିକଟରେ ଜୁଲାଇ  ୧୪ ତାରିଖ ଦିନ ଘଟିଥିବା ଟ୍ରିପଲ ମର୍ଡର ଘଟଣାରେ  ସତ୍ୟବାଦୀ ଥାନା  ପୁଲିସ ଆଉ ୨ ଜଣଙ୍କୁ ଗିରଫ କରିଛି । ପୁରୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ   ଏସପି ଉମାଶଙ୍କର ଦାଶ ଏ ବିଷୟରେ ସୂଚନା ଦେଇଛନ୍ତି ।

ମୋଟ ଗିରଫ ସଂଖ୍ୟା ୮ରେ  ପହଞ୍ଚିଛି । ପୁଲିସ  ଅଭିଯୁକ୍ତମାନଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି । ସଦାନନ୍ଦପୁର ଗ୍ରାମର ଏହି ଦୁଇ ଜଣ ସିସିଟିଭି ଫୁଟେଜ୍‍ ଆଧାରରେ ଗିରଫ୍‍

କରାଯାଇଛି ବୋଲି ଏସ୍‍.ପି. କହିଛନ୍ତି ।

Leave A Reply

Your email address will not be published.