ଲକ୍‌ ଡାଉନ୍‌କୁ ଗମ୍ଭୀରତାର ସହ ନେବା ପାଇଁ ପରାମର୍ଶ ଦେଲେ ମୋଦୀ

0 399

ନୂଆଦିଲ୍ଲୀ –ଲକଡାଉନକୁ କିଛି ଲୋକ ଗମ୍ଭୀରତାର ସହ ନେଉ ନ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବେଗ ପ୍ରକାଶ କରିବା ସହ ଏ ସମ୍ପର୍କରେ ନିର୍ଦେଶନାମାକୁ କଡକାଡି ଭାବେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି ଯେ “ଦୟା କରି ନିଜକୁ ରକ୍ଷା କରନ୍ତୁ, ନିଜ ପରିବାରକୁ ରକ୍ଷା କରନ୍ତୁ ଓ ନିର୍ଦେଶ ଗୁଡିକୁ ଗୁରୁତ୍ୱର ସହ ନେଇ ତାହା ପାଳନ କରନ୍ତୁ। ରାଜ୍ୟ ସରକାରଙ୍କୁ ମୁଁ ଅନୁରୋଧ କରୁଛି ଯେ
ନିୟମ ଓ ଆଇନକୁ ପାଳନ କରାନ୍ତୁ। “

Leave A Reply

Your email address will not be published.