କଟିବନି କେନ୍ଦ୍ରସରକାରୀ କର୍ମଚାରୀଙ୍କର ଦରମା

0 1,467

ନୂଆଦିଲ୍ଲୀ – କେନ୍ଦ୍ର ସରକାରୀ କର୍ମଚାରୀଙ୍କର ଦରମା ହ୍ରାସ କରିବା ନେଇ କୌଣସି ପ୍ରସ୍ତାବ ନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ପଷ୍ଟ କରିଛନ୍ତି ।

ଟ୍ୱିଟ୍‍ କରି ସେ କହିଛନ୍ତି, ଗଣମାଧ୍ୟମରେ ପ୍ରଚାରିତ ହେଉଥିବା ଏ ସମ୍ପର୍କୀତ ଖବର ମିଛ ଏବଂ ଭିତ୍ତିହୀନ । ସାମ୍ପ୍ରତିକ ପରିସ୍ଥିତି ଦୃଷ୍ଟିରୁ ଦରମା ଏବଂ ପେନସନ୍‍ ହ୍ରାସ ହେବାର କୌଣସି ପ୍ରସ୍ତାବ ସରକାରଙ୍କର ନାହିଁ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.