ଏଲ୍‌ଆଇସି ଆସିଷ୍ଟାଣ୍ଟ ନୋଟିଫିକେସ୍‌ ୨୦୧୯ , ୮ହଜାର୫୦୦  ପଦବୀ ପାଇଁ ବିଜ୍ଞପ୍ତ’

0 1,416

ଏଲ୍‌ଆଇସି ଆସିଷ୍ଟାଣ୍ଟ ନୋଟିଫିକେସ୍‌ ୨୦୧୯ , ୮ହଜାର୫୦୦  ପଦବୀ ପାଇଁ ବିଜ୍ଞପ୍ତି
ଏଲ୍‌ଆଇସି ଆସିଷ୍ଟାଣ୍ଟ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି । ଏହାର ଓ୍ୱେବସାଇଟରେ ବିଜ୍ଞପ୍ତି ବାହାରିଛି । ଅଫିସିଆଲ୍‌ ଓ୍ୱେବସାଇଟରେ ବିଜ୍ଞପ୍ତି ବାହାରିଛି । ମୋଟ୍‌୍ ୮ହଜାର ୫୦୦ ପଦବୀ ପାଇଁ ନୋଟିଫିକେସନ୍‌ ବାହାରିଛି ।
ଆବେଦନର ତାରିଖ ସେପ୍ଟେମ୍ବର ୧୭ , ୨୦୧୯
ଆବୋଦନର ଶେଷ ତାରିଖ ଅକ୍ଟୋବର ୧, ୨୦୧୯

କିପରି ଆବେଦନ କରିବେ ।
ଏହାର ଅଫିସିଆଲ୍‌ ଓ୍ୱେବସାଇଟ୍‌ରେ ଆବେଦନ କରିପାରିବେ ।
ପ୍ରଥମେ ଅଫିସିଆଲ୍‌ ଓ୍ୱେବସାଇଟ୍‌କୁ ଯାଆନ୍ତୁ ।
ପରେ  କ୍ୟାରିଅଲ୍‌ ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ

ଏକ ନୂଆ ପୃଷ୍ଟା ଆସିବ ।
ଏହା ପରେ LIC assistant notification ଲିଙ୍କ ଉପରେ କ୍ଲିକ କରନ୍ତୁ
ପୁଣି ଏକ ନୂଆ ପେଜ୍‌ ଆସିବ
ଏହାପରେ ଆପ୍ଲାଏ ‘apply’ ଉପରେ କ୍ଲିକ କରନ୍ତୁ

ଏହାପରେ ଆପଣ ଆଇବିପିଏସ୍‌ ଓ୍ୱେବସାଇଟ୍‌ ରିଡାଇରେକ୍ଟ ହେବେ
ସେଥିରେ ଉଦିଷ୍ଟ ଥିବା ଫର୍ମକୁ ପୂରଣ କରନ୍ତୁ ।

ଏହା ତିନୋଟି ପର୍ଯ୍ୟାୟରେ ହେବ
ପ୍ରଥମେ ପ୍ରିଲିମସ୍‌
ମେନ୍‌
ଓ ସାକ୍ଷାତକାର ବା ଇଣ୍ଟରଭ୍ୟୁ
ଆବେଦନ ପାଇଁ  ସାଧାରଣ ବର୍ଗରେ ୬୦୦ ଟଙ୍କା
ଏସ୍‌ସି-ଏସ୍‌ଟି ବର୍ଗରେ ୫୦ ଟଙ୍କା ଦେବାକୁ ପଡିବ ।
ଏହା ସହ ଟ୍ରାନାଜାକସନ ଚାର୍ଜ ଦେବେ

Leave A Reply

Your email address will not be published.