ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟା ଶ୍ରାଦ୍ଧ

0 1,269

 

diwali 5

ଦୀପାବଳି ଅବସରରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟା ଶ୍ରାଦ୍ଧ ଦିଆଯାଉଛି । ତେବେ ସିଂହଦ୍ୱାର ସମ୍ମୁଖରେ ପୟା ଶ୍ରାଦ୍ଧ ଦେବା ଓ ବଡବଡୁଆ ଡାକିବା ନେଇ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । କରୋନା କଟକଣା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି । ଅନ୍ୟପକ୍ଷରେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାରା ଓ ବିନ୍ଦୁସାଗର କୂଳରେ ଚଳିତବର୍ଷ ପୟା ଶ୍ରାଦ୍ଧ ଓ ପିଣ୍ଡଦାନ ନିଷିଦ୍ଧ କରାଯାଇଛି ।

Leave A Reply

Your email address will not be published.