ଅମର ରହେ ସୁଷମା ସ୍ୱରାଜ, ହୃଦଘାତ ପରଲୋକ ହୋଇଥିବା ସୂଚନା

0 3,173

ନୂଆଦିଲ୍ଲୀ . – ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜଙ୍କର ହୃଦଘାତ ରେ ପରଲୋକ ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ସନ୍ଧ୍ୟାରେ ତାଙ୍କର ହୃଦଘାତ ହେବାରୁ ଗୁରୁତର ଅବସ୍ଥାରେ ଏମସ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ପରଲୋକ ହୋଇଛି । ଏହି ଖବର ପ୍ରସାରିତ ହେବାପରେ ଅନେକ ବିଜେପି ନେତା ଏମସ୍‌ରେ ପହ଼ଞ୍ଚିଛନ୍ତି ।

ସନ୍ଧ୍ୟାସମୟରେ ସେ ଧାରା ୩୭୦ ଉଚ୍ଛେଦ ବିଷୟରେ ମୋଦୀଙ୍କୁ ଧନ୍ୟବାଦ ହେବା ସହ ଟ୍ୱିଟ କରିଥିଲେ ।



Leave A Reply

Your email address will not be published.