ପାହାଡ଼ ଧସିପଡିବାରୁ ଜଣେ ରେଳକର୍ମଚାରୀଙ୍କ ସମେତ ୩ଜଣଙ୍କର ମୃତ୍ୟୁ

0 1,049

ବିଶାଖାପାଟଣା – କିରଣଡୁଲ-ବିଶାଖାପାଟଣା ରେଳ ରାସ୍ତାରେ ପାହାଡ଼ ଧସିପଡିବାରୁ ଜଣେ ରେଳକର୍ମଚାରୀଙ୍କ ସମେତ ୩ଜଣଙ୍କର ପ୍ରାଣହାନୀ ଘଟିଛି । ଏହି ଘଟଣାରେ ୪ଜଣ ଆହତ ହୋଇଥିବାବେଳେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ବୁରାଗୁହାଳୁ-ଚିମିଡିପଲି ଷ୍ଟେସନ ମଧ୍ୟରେ ପାହାଡ଼ରୁ ପଥର ଧସି ଏହି ଦୁର୍ଘଟଣା ଘଟିଥିଲା ।

Leave A Reply

Your email address will not be published.