ମହିଳାଙ୍କ ଉପରେ ହିଂସା ମାମଲାର ଶୀଘ୍ରନ୍ୟାୟ ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ ୪୫ଟି ଫାଷ୍ଟଟ୍ରାକ୍‍ କୋର୍ଟ

0 3,563

ଭୁବନେଶ୍ୱର — ପୀଡିତାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ପାଇଁ ରାଜ୍ୟରେ ୪୫ଟି ଫାଷ୍ଟ ଟ୍ରାକ୍‍ କୋର୍ଟ ପ୍ରତିଷ୍ଠା କରାଯିବ ବୋଲି ଆଇନ୍‍ମନ୍ତ୍ରୀ ପ୍ରତାପ ଜେନା ଆଜି ସୂଚନା ଦେଇଛନ୍ତି । ଏହି ୪୫ଟି ଫାଷ୍ଟ ଟ୍ରାକ୍‍ କୋର୍ଟ ମଧ୍ୟରୁ ୨୧ଟିରେ ମହିଳାମାନଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନା ସମ୍ପର୍କରେ ଶୁଣାଣି କରାଯିବ ।
ଅନ୍ୟ ୨୪ଟି କୋର୍ଟରେ ପୋକ୍‍ସୋ ମାମଲାର ଶୁଣାଣି ହେବ । ରାଜ୍ୟର ବିଭିନ୍ନ ସ୍ଥାନରେ ମହିଳା ଓ ନାବାଳିକା ମାନଙ୍କ ପ୍ରତି ହେଉଥିବା ଦୁଷ୍କର୍ମ ଓ ନିର୍ଯ୍ୟାତନା ଜନିତା ମାମଲା ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ମନ୍ତ୍ରୀ ପ୍ରତାପ ଜେନା ଏହି ଘୋଷଣା କରିଛନ୍ତ

Leave A Reply

Your email address will not be published.