ପାଟକୁରାର ଷଷ୍ଠ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡିରେ ସାବିତ୍ରୀ ଅଗ୍ରଓ୍ୱାଲ ୧୦,୫୩୨ ଖଣ୍ଡ ଭୋଟରେ ଆଗୁଆ

0 924

ପାଟକୁରା .- ପାଟକୁରା ନିର୍ବାଚନ ଶେଷ ପରେ ବୁଧବାରରେ ଗଣତି ଆରମ୍ଭ ହୋଇଛି । ଏଥିରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଓ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରଓ୍ୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଚାଲିଛି ।

ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା

ସାବିତ୍ରୀ  ଅଗ୍ରଓ୍ୱାଲ ୩୬୬୧୨
ବିଜୟ ମହାପାତ୍ର ୨୬୦୮୦
ଆଗୁଆ ୧୦୫୩୨

Leave A Reply

Your email address will not be published.