ବଜେଡିରେ ପ୍ରାର୍ଥୀ ତାଲିକା ଘୋଷିତ ବହୁ ନୁଆ ମୁହଁ

0

ଭୁବନେଶ୍ୱର . – ବିଜେଡି ସୁପ୍ରମୋ ନବୀନ ପଟ୍ଟନାୟର ୭ଟି ବିଧାନସଭା ଓ ୨ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣ କରିଛନ୍ତି । ୭ ବିଧାନସଭା ଆସନରୁ ୬ ଜଣ ନୂଆ ପ୍ରାର୍ଥୀ ରହିଛନ୍ତି । ସେହିପରି କେନ୍ଦୁଝର ଓ ଢେଙ୍କାନାଳ ଲୋକସଭା ଆସନ ପାଇଁ ନୂଆ ପ୍ରାର୍ଥୀ ଘୋଷଣା କରାଯାଇଛି ।

ଭୁବନେଶ୍ୱର ମଧ୍ୟ – ଆଗରୁ ବିଜୟ କୁମାର ମହାନ୍ତି, ଏଥର ଦୁଇ ଥର ମେୟର୍‌ ଥିବା ଅନନ୍ତ ନାରାୟଣ ଜେନା
ଭୁବନେଶ୍ୱର ଉତ୍ତର – ଆଗରୁ ବିଧାୟକ ପ୍ରିୟଦର୍ଶିୀ ମିଶ୍ର, ଏଥର ସୁଶାନ୍ତ କୁମାର ରାଉତ

କୋରେଇ – ଆଗରୁ ଚଳଚ୍ଚିତ୍ର ତାରକା ଆକାଶ ଦାସ ନାୟକ , ଏଥର ସଂଗଠକ ଅଶୋକ ବଳ

ଖଣ୍ଡପଡ଼ା – ଆଗରୁ ବିଧାୟକ ଅନୁଭବ ପଟ୍ଟନାୟକ, ଏଥର ରାଜ୍ୟସଭା ସାସଂଦ – ‘ସମ୍ବାଦ’ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ
ପାଲଲହଡ଼ା – ଆଗରୁ ବିଧାୟକ ମହେଶ ସାହୁ , ଏଥର ମୁକେଶ ପାଲ୍‌
ଆଠମଲ୍ଲିକର – ଆଗରୁ ବିଧାୟକ ପୂର୍ବତନ ମନ୍ତ୍ରୀ ସଞ୍ଜୀବ କୁମାର ସାହୁ , ଏଥର ରମେଶ ଚନ୍ଦ୍ର ସାଇ
ଯାଜପୁର -ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ
୩ଟି ବିଧାନସଭା ଆସନ -କେନ୍ଦ୍ରାପଡ଼ା,ବାରିପଦା ଓ ଚମ୍ପୁଆ -ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ବାକି
କେନ୍ଦୁଝର ଲୋକ ସଭା- ଆଗରୁ ସାଂସଦ ଶକୁନ୍ତଳା ଲାଗୁରୀ , ଏଥର ଚନ୍ଦ୍ରାଣୀ ମୁର୍ମୁ
ଢେଙ୍କାନାଳ ଲୋକ ସଭା -ମହେଶ ସାହୁ

Leave A Reply

Your email address will not be published.