ଓଡ଼ିଶାପାଇଁ ବିଜେପିର ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷିତ

୫ଟି ଲୋକସଭା ଓ ୨୨ଟି ବିଧାନସଭା ଆସନ ପାଇଁ

0 6,233

ନୂଆଦିଲ୍ଲୀ ..-  ପୁରୀ ଲୋକସଭା ଆସନ ପାଇଁ ବିଜେପିର ଜାତୀୟ ପ୍ରବକ୍ତା ସମ୍ବିତ ପାତ୍ର ପ୍ରାର୍ଥୀ ହେବେ ।୨୦୧୯ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଓଡ଼ିଶାର ୨୨ଟି ବିଧାନସଭା ଓ ୫ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀତାଲିକା ଘୋଷଣା କରାଯାଇଛି ।  ବରଗଡ ଲୋକସଭା ସୁରେଶ ପୂଜାରୀ, ସମ୍ବଲପୁର ଲୋକସଭା ପାଇଁ  ନୀତେଶ ଗଙ୍ଗଦେବ, କଳାହାଣ୍ଡି ଲୋକସଭା ଆସନ ପାଇଁ  ବସନ୍ତ କୁମାର ପଣ୍ଡା, କୋରପୁଟ ଲୋକସଭା ଆସନ ପାଇଁ ଜୟରାମ ପାଙ୍ଗୀଙ୍କ ନାମ ଘୋଷଣା କରାଯାଇଛି । ସେହପରି ୨୨ଟି ବିଧାନ ସଭା ଆସନପାଇଁ ନାମ ଘୋଷଣ କରାଯାଇଛି । ଦିଗପହଣ୍ଡିରୁ ପିଙ୍କି ପ୍ରଧାନ,ଗୁଣୁପୁରରୁ ଶିଶିର ଗମାଙ୍ଗୋ, ଦେଓଗଡରୁ ସୁବାଷ ପାଣିଗ୍ରାହୀ,ବୀରମହାରାଜପୁରରୁ ରଘୁନାଥ ଜଗଦଲ ପ୍ରମୁଖଙ୍କ ନାମ ରହିଛି ।

 

Leave A Reply

Your email address will not be published.