ନୂଆଦିଲ୍ଲୀ — ଆସନ୍ତାବର୍ଷ ପହିଲାରୁ ସମଗ୍ର ଦେଶରେ ଜନଗଣନା ଆରମ୍ଭ କରାଯିବ । ପରିବାର ସଦସ୍ୟଙ୍କ ନାମରେ ବିଭିନ୍ନ ସ୍ଥାନରେ ଥିବା ଗୃହ ସଂଖ୍ୟାକୁ ମଧ୍ୟ ଗଣନାରେ ସାମିଲ କରାଯିବାକୁ ନେଇ ନିଷ୍ପତ୍ତି ନିଆଯାଇଛି ।
ରେଜିଷ୍ଟ୍ରାର ଜେନେରାଲ୍ଙ୍କ କାର୍ଯ୍ୟାଳୟରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଏହି ଜନଗଣନା ପ୍ରକ୍ରିୟା ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ।