୨ ଲୋକ ସଭା ଓ ୯ ବିଧାନସଭା ଆସନ ପାଇଁ କଂଗ୍ରେସରେ ମଧ୍ୟ ରାତ୍ରୀରେ ପ୍ରାର୍ଥୀ ଘୋଷଣା

କଟକରୁ ପଞ୍ଚାନନ କାନୁନ୍‌ଗୋ ଓ ଯାଜପୁରରୁ ମାନସ ଜେନା ଲୋକସଭା ପାଇଁ ପ୍ରାର୍ଥୀ

0 631

ବିଧାନସଭା ପାଇଁ ପ୍ରାର୍ଥୀ

ବଲେଶ୍ୱରରୁ- ମାନସ ଦାସ ପଟ୍ଟନାୟକ
ଧର୍ମଶଳା- ସ୍ମୃତି ରେଖା ପହି
ଯାଜପୁର- ସନ୍ତୋଷ କୁମାର ନନ୍ଦ
ହିନ୍ଦୋଳ- ତ୍ରିନାଥ ବେହେରା
କାମାକ୍ଷାନଗର- ଭବାନୀ ଶଙ୍କର ମହାପାତ୍ର
ବଡମ୍ବା- ବବି ମହାନ୍ତି
ପାରାଦୀପ- ଅରିନ୍ଦମ ସର୍କେଲ
ପିପିଲି- ଯୁଧିଷ୍ଠିର ସାମନ୍ତରାୟ
ବେଗୁନିଆ- ପୃଥୀବଲ୍ଲଭ ପଟ୍ଟନାୟକ

ଲୋକସଭା ପାଇଁ ପ୍ରାର୍ଥୀ

କଟକରୁ ପଞ୍ଚାନନ କାନୁନ୍‌ଗୋ 

ଯାଜପୁରରୁ ମାନସ ଜେନା

Leave A Reply

Your email address will not be published.