ଆସୋକର ପର୍ବ ଦିପାବଳୀ ହିନ୍ଦୁମାନଙ୍କର ଏକ ମୁଖ୍ୟ ପର୍ବ ଅଟେ। ‘ଦିପାବଳୀ’ର ଅର୍ଥ ହେଉଛି ଦୀପମାନଙ୍କର ମାଳା । ଏହା ହେଉଛି ଆଲୋକ ପର୍ବ। ଓଡ଼ିଆ କ୍ୟାଲେଣ୍ଡର ଅନୁଯାୟୀ ଏହା କାର୍ତ୍ତିକ ମାସରେ ପାଳନ କରାଯାଏ।
ଏହି ଦିନ ଗୃହକୁ , ବ୍ୟବସାୟ ସ୍ଥାନକୁ ଖୁବ ସୁ୍ନ୍ଦର ଭାବେ ସଜାଯାଏ। ସମସ୍ତ ସ୍ଥାନମାନଙ୍କରେ ଦୀପ ଏବଂ ଭିନ୍ନ ଭିନ୍ନ ପ୍ରକାରର ଲାଇଟ ଲଗାଯାଇ ଚତୁଃପାର୍ଶ୍ବକୁ ଆଲୋକରେ ଆଲୋକିତ କରାଯାଇଥାଏ।