ଦୀର୍ଘ ୨୫ ବର୍ଷ ପରେ ଧବଳେଶ୍ୱର ପୀଠରେ ମହାଦେବଙ୍କ କିରାତ ଅର୍ଜୁନ ବେଶ ଅନୁଷ୍ଠିତ

0 1,169

ଦୀର୍ଘ ୨୫ ବର୍ଷ ପରେ କରୋନା କଟକଣା ମଧ୍ୟରେ କଟକ ସ୍ଥିତ ଧବଳେଶ୍ୱର ପୀଠରେ ମହାଦେବଙ୍କ କିରାତ ଅର୍ଜୁନ ବେଶ ଅନୁଷ୍ଠିତ ହୋଇଯାଇଛି । ବଡ଼ଓଷା ନୀତି ପାଇଁ ଦେବତ୍ତ୍ୱର ଓ ପୂଜକ ସମାଜ ପକ୍ଷରୁ ମନ୍ଦିର ପହଡ଼ ଖୋଲାଯାଇ ମଙ୍ଗଳ ଆଳତୀ କରାଯାଇଥିଲା । ବଡ଼ଓଷା ନୀତି ଅନୁଯାୟୀ ରାତି ୨ଟାରୁ ୩ଟା ମଧ୍ୟରେ ପ୍ରଭୁଙ୍କ ଗଜଭୋଗ ଲାଗୁ କରାଯାଇଥିଲା । କରୋନାକୁ ଦୃଷ୍ଟିରେ ରଖି ମନ୍ଦିର ପରିସର ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଥିଲା ।

Leave A Reply

Your email address will not be published.