ଆଜି ହେଉଛି ଶୁଭ ଧନ୍ତେରସ୍ ବିଶ୍ୱାସ By odishanext On Oct 25, 2019 dhanteras-puja-vidhi 0 5,397 Share ଆଜି ହେଉଛି ଶୁଭ ଧନ୍ତେରସ୍ । ଆଜି ଲୋକେ ଧନର ଦେବୀ ମା’ ଲକ୍ଷ୍ମୀ ଓ କୁବେର, ଭଗବାନ୍ ଧନୱନ୍ତରୀଙ୍କୁ ପ୍ରସନ୍ନ କରିବାପାଇଁ ବିଭିନ୍ନ ଉପାୟରେ ପୂଜାର୍ଚ୍ଚନା କରୁଛନ୍ତି । ତେବେ ଏହି ଅବସରରେ ସୁନାଗହଣା କିଣିବାପାଇଁ ସୁନା ଦୋକାନରେ ଭିଡ଼ ଲାଗି ରହିଛି । ddiwali2019 0 5,397 Share