ଝାରଖଣ୍ଡ ନିର୍ବାଚନ ପାଇଁ କଂଗ୍ରେସ ଓ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ମଧ୍ୟରେ ମେଣ୍ଟ

0 1,771

ରାଞ୍ଚି – ଆସନ୍ତା ଝାରଖଣ୍ଡ ନିର୍ବାଚନ ପାଇଁ କଂଗ୍ରେସ ଓ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ଏଥର ମେଣ୍ଟ କରିଛନ୍ତି  । ବିଜେପିକୁ ମୁକାବିଲା କରିବା ପାଇଁ ଏହି ଦୁଇ ଦଳ ମେଣ୍ଟ କରିଛନ୍ତି ।

 

ଏବେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା  ୪୩ଟି ଆସନରେ ଓ କଂଗ୍ରେସ ୩୧ ଆସନରେ ଓ ଆରଜେଡି ୭  ନିର୍ବାଚନ  ଲଢିବ । ଏଥିପାଇଁ ଦୁଇ ଦଳ ବୁଝାମଣା କରିଛନ୍ତି ।  ଏହାର ଘୋଷଣା ଖୁବ ଶୀଘ୍ର କରାଯିବ ।  ଆର୍‌ଜେଡି ମଧ୍ୟ ଏହି ଦୁଇ ଦଳ ସହ ମିଶିକରି  ନିର୍ବାଚନ ଲଢିବ ।

 

ବିଜେପି ସରକାରଙ୍କ ବିରୋଧର ସମସ୍ତେ ମିଳିତ ଭାବେ ଲଢିବେ ବୋଲି କହିଛନ୍ତି ।

Leave A Reply

Your email address will not be published.