କ୍ଲାସ୍‌ରୁମ୍‌ରେ ହେବ ମ୍ୟାଟ୍ରିକ୍‍ ଓ ଯୁକ୍ତ ଦୁଇ ପରୀକ୍ଷା

0

 

ଆସନ୍ତା ମ୍ୟାଟ୍ରିକ୍‍ ଓ ଯୁକ୍ତ ଦୁଇ ପରୀକ୍ଷା ଅଫ୍‍ଲାଇନ୍‍ରେ ହେବ  । ସ୍କୁଲ୍‍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏହି ସୂଚନା ଦେଇଛନ୍ତି  । ଗଣମାଧ୍ୟମକୁ ସେ କହିଛନ୍ତି, ପୂର୍ବରୁ ଯେଭଳି ଭାବେ ପରୀକ୍ଷା ଅନୁଷ୍ଠିତ ହେଉଥିଲା ସେହିଭଳି ହେବ  । ପରୀକ୍ଷା ବିଳମ୍ବରେ କରାଯିବ,

ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କୋଭିଡ୍‍ ନିର୍ଦ୍ଦେଶାବଳୀ ଆଧାରରେ ଖୁବ୍‍ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି  ।

Leave A Reply

Your email address will not be published.