ଟ୍ୱିଟ କରି ରଥ ଯାତ୍ରର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

0 636

ନୂଆଦିଲ୍ଲୀ . – ଟ୍ୱିଟ କରି ପ୍ରଧାନମନ୍ତ୍ରୀ ମୋଦୀ ରଥଯାତ୍ରାରେ ଶୁଭ କାମନ ଦେଇଛନ୍ତି । ଏହି ଟ୍ୱିଟରେ ସେ ଅହମ୍ମଦାବାଦରେ ଅନୁଷ୍ଠିତ ରଥଯାତ୍ରାର ଫଟୋ ଦେଇଛନ୍ତି । ଜଗନ୍ନାଥଙ୍କ ନିକଟରେ ସେ ସମସ୍ତଙ୍କର ସ୍ୱାସ୍ଥ୍ୟ , ସୁଖ ଓ ସମୃଦ୍ଧି କାମନା କରିଛନ୍ତି ।

Leave A Reply

Your email address will not be published.