୫ଜଣ ନବନିଯୁକ୍ତ ଆଇଏଏସ ଅଫିସରଙ୍କୁ ପୁରୀ ଦାୟିତ୍ୱ

0 229

ପୁରୀ – ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ୱ ଐତିହ୍ୟରେ ପରିଣତ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଉନ୍ନତିକରଣ କାର୍ଯ୍ୟରେ ସହଯୋଗ କରିବା ପାଇଁ ରାଜ୍ୟ ସରକାର ୫ଜଣ ନବନିଯୁକ୍ତି
ଆଇଏଏସ ଅଫିସରଙ୍କୁ ପୁରୀ ପଠାଇଛନ୍ତି । ଭିତ୍ତିଭୂମିର ବିକାଶ, କୀର୍ତ୍ତିରାଜିର ସଂରକ୍ଷଣ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ବିଭିନ୍ନ ପ୍ରକଳ୍ପ ପାଇଁ ୫ଶହ କୋଟି ଟଙ୍କା ମଞ୍ଜୁର କରିଥିଲେ। ଏହିସବୁ କାର୍ଯ୍ୟକ୍ରମକୁ ସୁଚାରରୂପେ ସମ୍ପାଦନ କରିବା ପାଇଁ ଏହି ଅଧିକାରୀମାନେ ପୁରୀରେ ରହି ସମସ୍ତ କାର୍ଯ୍ୟର ତଦାରଖ କରିବେ ।

Leave A Reply

Your email address will not be published.