୧୦୦ ଡାଏଲ୍‌ ବଦଳରେ ଏବେ ହେଲା ୧୧୨-ରାଜ୍ୟରେ ଯୋଗାଇ ଦିଆଯାଉଥିବା ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର ‘୧୧୨’

0

ରାଜ୍ୟରେ ଯୋଗାଇ ଦିଆଯାଉଥିବା ସବୁ ଜରୁରୀ ସହାୟତା ପାଇଁ ଏଣିକି ଗୋଟିଏ ନମ୍ବର ‘୧୧୨’ ରଖାଯାଇଛି । ଏହାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।

ଏଥିସହିତ ୧୧୨ ଜରିଆରେ ସାଧାରଣ ଲୋକଙ୍କୁ ଦକ୍ଷତାର ସହ ତ୍ୱରିତ ସେବା ଯୋଗାଇବା ସକାଶେ ମୁଖ୍ୟମନ୍ତ୍ରୀ ପୁଲିସ୍‍ ବିଭାଗରେ
୧୦୯୮କୁ ମଧ୍ୟ ଅନୁମୋଦନ କରିଛନ୍ତି । ପୁଲିସ୍‍ ଆମ୍ବୁଲାନ୍ସ, ଦମକଳ ତଥା ମହିଳା ହେଲ୍ପଲାଇନ ଭଳି ବିଭିନ୍ନ ଜରୁରୀ ସେବାପାଇଁ ଆଉ ଭିନ୍ନ ଭିନ୍ନ ନମ୍ବରକୁ ଡାଏଲ କରିବାକୁ ପଡ଼ିବ ନାହିଁ ।

ଜନସାଧାରଣଙ୍କ ସୁବିଧାକୁ ଦୃଷ୍ଟିରେ ରଖାଯାଇ ରାଜ୍ୟସରକାରଙ୍କ ତରଫରୁ ବିଭିନ୍ନ ସହାୟତା ନମ୍ବର ଯଥା – ୧୦୦, ୧୦୧,୧୦୨,୧୦୪,୧୦୮,୧୮୧ ଓ ୧୦୯୮କୁ ଏକୀଭୂତ କରି ଗୋଟିଏ ନମ୍ବର ୧୧୨ରେ ପରିଣତ କରାଯାଇଛି ।

Leave A Reply

Your email address will not be published.