କାଶ୍ମୀର ନୁଁହ ପାକିସ୍ତାନ ର ବଡ problem ଏବେ ଏହା

0 1,445

ନୂଆଦିଲ୍ଲୀ – ଏବେ ପାକିସ୍ତାନ ର ସବୁଠାରୁ ବଡ ବିପଦ ହେଉଛି ସ୍ଥାନୀୟ ଅର୍ଥନୀତି । ଏକ ସର୍ବେକ୍ଷଣ ଅନୁସାରେ କାଶ୍ମୀର ପାକିସ୍ତାନ ପାଇଁ ବଡ ପ୍ରସଙ୍ଗ ନୁହେଁ । ଏବେ ଦେଶର ଅର୍ଥ ନୀତି ଯାହା ଲୋକଙ୍କୁ ଦୈନିକ ଖାଦ୍ୟ ଓ ଜିନିଷ ପାଇଁ ଅନେକ କଷ୍ଟ କରିବାକୁ ପଡୁଛି ।ପାକିସ୍ତାନ ରେ ସାଧାରଣ ଲୋକ କାଶ୍ମୀର ପ୍ରସଙ୍ଗ ଏବେ ବଡ କଥା ନୁଁହ ବୋଲି କହ ।
• ଏବେ ଲୋକଙ୍କୁ ବଂଚିବା ପାଇଁ କଡା ସଂଘର୍ଷ କରିବାକୁ ପଡୁଛି । କ୍ଷୀର ଲିଟର ଶହେ ପଚାଶ ଟଙ୍କା । ରୁଟି ଗୋଟା ୧୦ ଟଙ୍କା । ଏବେ ଇମ୍ରାନ ହଟା ଓ ଦାବି ଜୋର ଧରିଛି ।

Leave A Reply

Your email address will not be published.