୧୫ ଓ ୧୬ ତାରିଖରେ ଝଡ ବାତ୍ୟା ସମ୍ଭାବନା

0 807

ଭୁବନେଶ୍ୱର…—-  ଏବେ ପଶ୍ଚିମ ଘୂର୍ଣ୍ଣିଝଡ ବା ଓ୍ୱେଷ୍ଟର୍ଣ୍ଣ ଡିଷ୍ଟର ବାନସ୍‌  ପୂର୍ବ ଭାରତେ ଆଡୁ ମୁହାଁଇଛି । ଏହି କାରଣରୁ ୧୫ ଓ ୧୬ ତାରିଖରେ  ରାଜ୍ୟର ୧୨ଟି ଜାଲାରେ ବର୍ଷା ସହ ଝଡ ତୋଫାନ ହୋଇପାରେ । ୧୭ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ପାଗ ମେଘାଚ୍ଛନ୍ନ ରହିବା ସହ ଖରାପ ରହିପାରେ ।

୧୪ ତାରିଖରୁ ଘନ କୁହୁଡି ହେବାର ସମ୍ଭାବନା ରହିଛି ।

Leave A Reply

Your email address will not be published.