ବିଶିଷ୍ଟ ନାଟ୍ୟକାର ରମେଶ ଚନ୍ଦ୍ର ପାଣିଗ୍ରାହୀଙ୍କୁ ସାହିତ୍ୟ ଭାରତୀ ସମ୍ମାନ ପ୍ରଦାନ

0

 

ବିଶିଷ୍ଟ ନାଟ୍ୟକାର ରମେଶ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଶ୍ରୀ ଗଙ୍ଗାରଥ ଫାଉଣ୍ଡେସନ୍‍ ପକ୍ଷରୁ ସାହିତ୍ୟ ଭାରତୀ ସମ୍ମାନ ପ୍ରଦାନ କରାଯାଇଛି  । ଡକ୍ଟର ପାଣିଗ୍ରାହୀଙ୍କୁ ସମ୍ମାନ ସ୍ୱରୂପ ୧ଲକ୍ଷ ଟଙ୍କା, କୋଣାର୍କର ରୌପ୍ୟ ପ୍ରତିକୃତି ଓ ମାନପତ୍ର ପ୍ରଦାନ କରାଯାଇଛି  । ସେହିପରି ବିଶିଷ୍ଟ ବିଜ୍ଞାନୀ ତଥା ନୃତ୍ୟ  ବିଷାରଦ ଡକ୍ଟର ପ୍ରିୟମ୍ବଦା ମହାନ୍ତି ହେଜମାଦିଙ୍କୁ ଗଙ୍ଗାଧର ରଥ ସ୍ମାରକୀ ସମ୍ମାନ ପ୍ରଦାନ କରାଯାଇଛି  ।

Leave A Reply

Your email address will not be published.