ଟସର ଚାଷ ମାଧ୍ୟମରେ ଅଧିକରୁ ଅଧିକ ଜୀବିକା ସୃଷ୍ଟି

0 367

କୋଭିଡ୍‍ ନାଇଣ୍ଟିନ୍‍ ସତ୍ୱେ ରାଜ୍ୟ ସରକାର ବୁଣାକାର, ହସ୍ତଶିଳ୍ପୀ ଏବଂ ଚିତ୍ରକାରମାନଙ୍କ ପାଇଁ ୧୧ଲକ୍ଷ ମାନବ ଦିବସ ସୃଷ୍ଟି କରିପାରିଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ସୂଚନା ଦିଆଯାଇଛି  ।

କୋଭିଡ୍‍ ସମୟରେ ରାଜ୍ୟରେ ଟସର ଚାଷ ମାଧ୍ୟମରେ ଅଧିକରୁ ଅଧିକ ଜୀବିକା ସୃଷ୍ଟି କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି  । ସେ ହିଛନ୍ତି, ଟସର ଶ୍ରମ ଭିତ୍ତିକ ହୋଇଥିବାରୁ ଏହାର ସମ୍ପ୍ରସାରଣ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ  ।

Leave A Reply

Your email address will not be published.