ଯୋଗ କଲେ କ’ଣ ଫାଇଦା ମିଳିଥାଏ ।

0 872

ଯୋଗ କଲେ ଅନେକ ଫାଇଦା ମିଳିଥାଏ । ମନ ଓ ଶରୀର ଭଲ ରୁହେ । କେବଳ ସେତିକି ନୁହେଁ ଅନେକ ରୋଗ ବ୍ୟାଧି ସ୍ପର୍ଶ କରିପାରେ ନାହିଁ । ଶରୀର, ମନ ଓ ଆତ୍ମାର ସମିଶ୍ରଣରେ ଯୋଗ କରାଯାଏ ।

> ଏହା ମନକୁ ଅନେକ ଶାନ୍ତି ପ୍ରଦାନ କରେ ।

> ବିଭିନ୍ନ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ।

> ବିଭିନ୍ନ ରୋଗ ଓ ଯନ୍ତ୍ରଣା ପାଇଁ ଔଷଧ ସେବନ ସହ ଯୋଗ କଲେ ଅନେକ ଫାଇଦା ମିଳିଥାଏ

ହେଲେ ବିଭିନ୍ନ ରୋଗରେ ବି କେତର ଯୋଗକୁ ବାରଣ କରାଯାଇଛି ।

> ଏଥିପାଇଁ ଡାକ୍ତର ଓ ଯୋଗ ଗୁରୁଙ୍କର ପରାମର୍ଶରେ ସେହି ସବୁ ଯୋଗ କରିବାର ଆବଶ୍ୟକତା ରହିଛି ।

 

> ଯୋଗ କରିବା ଦ୍ୱାରା ମନ ପ୍ରଫୁଲ ରହେ ।

> ଶାରିରୀକ ଓ ମାନସିକ ଶାନ୍ତି ମିଳେ ।

> ଆତ୍ମ ଚିନ୍ତନ କରିବାର ଅବସର ମିଳିଥାଏ ।

Leave A Reply

Your email address will not be published.