ରାଉରକେଲା .. – ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି ଯୋଗୀ ଆଦିତ୍ୟ ନାଥ । ରାଉରକେଲାରେ ସେ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେଇଛନ୍ତି । ଓଡ଼ିଶା ଜଗନ୍ନାଥଙ୍କ ଭୂମି , ବିଜେପି ଓଡ଼ିଶାକୁ ଏକ ନୂଆ ଓଡିଶାରେ ପରିଣତ କରିବା ପାଇଁ ସଙ୍କଳ୍ପ ନେଇଥିବା କଥା ସେ ପ୍ରକାଶ
ଏହି ସଭାପରେ ଯୋଗୀ ଆଦିତ୍ୟ ନାଥ ଅନୁଗୁଳର ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ସାମିଲ ହୋଇଛନ୍ତି